Get well soon Dipa Sahu Thank you Rani Panda

Get well soon Dipa Sahu Thank you Rani Panda ଆଜି ଅଭିନେତ୍ରୀ ରାନୀ_ପଣ୍ଡା ମେଡିକାଲ ଯାଇ ଅଭିନେତ୍ରୀ ଦୀପାସାହୁ ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ତଦାରଖ କରିବା ସହ କିଛି ଆର୍ଥିକ ସହାୟତା ମଧ୍ୟ କରିଛନ୍ତି .

Album queen actress Dipa Sahu admitted in hospital due to ovary cancer

ଅଭିନେତ୍ରୀ  ଦୀପା_ସାହୁଙ୍କ ସ୍ଵାସ୍ଥ୍ୟବସ୍ଥା ଗୁରୁତର ଥିବା ଜଣାପଡିଛି । ଗୁରୁତର ଅବସ୍ଥାରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେ କିଛି ବର୍ଷ ଧରି କର୍କଟ ରୋଗରେ ପୀଡ଼ିତ ଥିବା ବେଳେ ଆଜି ହଠାତ୍ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। କଳାକାର ମାନଙ୍କୁ ସହଯୋଗ କରିବାକୁ ଅନୁରୋଧ ।